"ଶିକ୍ଷାଦୀପ "
ଲକ୍ଷ୍ୟହୀନ ଜୀବନ ଏକ ସଫଳ ଜୀବନ ନୁହେଁ l ପ୍ରତ୍ୟେକ ମନୁଷ୍ୟ ଜୀବନରେ କିଛି ନା କିଛି ଲକ୍ଷ୍ୟ ରଖିଥାନ୍ତି । ଏହି ଲକ୍ଷ୍ୟ ଯଦି ପିଲା ଦିନରୁ ରଖାଯାଏ, ତେବେ ପିଲାବେଳ ଠାରୁ ହିଁ ସେ ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିଥାଏ, ତେଣୁ ଆମ୍ଭମାନଙ୍କର ଏହି 'ଶିକ୍ଷାଦୀପ ଶିକ୍ଷାନୁଷ୍ଠାନ' ପିଲାମାନଙ୍କୁ ସତ୍ ମାର୍ଗଦର୍ଶନ କରିବାପାଇଁ କେବଳ ପ୍ରୟାସ ମାତ୍ର ।
- ଏଠାରେ ବଡ ଓ ସାନ, ଧନୀ ଓ ଗରିବ ସମସ୍ତଙ୍କୁ ସମାନତାର ଅଧିକାର ଦିଆଯାଇଥାଏ । ଆମ୍ଭମାନଙ୍କର ଶିକ୍ଷାଦୀପ ଶିକ୍ଷାନୁଷ୍ଠାନ ତରଫରୁ ସମସ୍ତ ଅଭିଭାବକ ( ଗାର୍ଡିଆନ) ନିଜ ପିଲାଙ୍କୁ ଆମ୍ଭର ଏହି ଶିକ୍ଷାନୁଷ୍ଠାନ ରେ ଛାଡିବା ପୂର୍ବରୁ ନିମ୍ନରେ ଦିଆଯାଇଥିବା କିଛି ସର୍ତ୍ତ ଓ ନିୟମ ଗୁଡିକୁ ପାଳନ କରିବା ପାଇଁ ଅନୁରୋଧ ।
.